ଦିଆଯାଇଥିବା ପ୍ରଶ୍ନକୁ ବିଚାର କରନ୍ତୁ ଏବଂ ପ୍ରଶ୍ନର ଉତ୍ତର ଦେବା ପାଇଁ ନିମ୍ନଲିଖିତ ମଧ୍ୟରୁ କେଉଁ ବିବୃତ୍ତି ଯଥେଷ୍ଟ ତାହା ସ୍ଥିର କରନ୍ତୁ ।
p, q ଏବଂ r ର ମୂଲ୍ୟ କେତେ ହେବ ?
ବିବୃତ୍ତିଗୁଡିକ:
1. (p + q)2 = 16
2. p – q = 4; r = 2p
1
ପ୍ରଶ୍ନର ଉତ୍ତର ଦେବା ପାଇଁ 1 କିମ୍ବା 2 ଯଥେଷ୍ଟ ନୁହେଁ ।
2
ପ୍ରଶ୍ନର ଉତ୍ତର ଦେବା ପାଇଁ କେବଳ 1 ଯଥେଷ୍ଟ ।
3
ପ୍ରଶ୍ନର ଉତ୍ତର ଦେବା ପାଇଁ କେବଳ 2 ଯଥେଷ୍ଟ ।
4
ପ୍ରଶ୍ନର ଉତ୍ତର ଦେବା ପାଇଁ ଉଭୟ 1 ଏବଂ 2 ଯଥେଷ୍ଟ ଅଟେ ।