ନିମ୍ନଲିଖିତ ବିବୃତ୍ତିକୁ ବିଚାର କରନ୍ତୁ:
1. ସାମ୍ବିଧାନିକ ସଂଶୋଧନ ବିଲ୍ ସମ୍ବନ୍ଧରେ ଭାରତର ରାଷ୍ଟ୍ରପତିଙ୍କର କୌଣସି ଭିଟୋ କ୍ଷମତା ନାହିଁ।
2. ଭାରତର ରାଷ୍ଟ୍ରପତି କୋର୍ଟ-ମାର୍ଶଲ (ସାମରିକ କୋର୍ଟ) ଦ୍ୱାରା ଦିଆଯାଇଥିବା ଦଣ୍ଡକୁ କ୍ଷମା କରିପାରିବେ ନାହିଁ |
ଉପରୋକ୍ତ ବିବୃତିଗୁଡ଼ିକ ମଧ୍ୟରୁ କେଉଁଟି ସଠିକ୍ ଅଟେ ?
1
କେବଳ 1
2
କେବଳ 2
3
ଉଭୟ 1 ଏବଂ 2
4
1 କିମ୍ବା 2 କୌଣସିଟି ନୁହେଁ