ନାଇଡୁ ଫିଟନେସ୍ କ୍ଲବ୍ ନିମ୍ନଲିଖିତ ବର୍ଗମଧ୍ୟରୁ ଯେକୌଣସି ବର୍ଗର ମାସିକ ଶୁଳ୍କରେ 30% ରିହାତି ଦେଇଥାଏ:

i. 19 ରୁ 26 ବର୍ଷ  ବୟସ ବର୍ଗର କଲେଜ ଛାତ୍ର । 

ii . 25 ବର୍ଷରୁ 40 ବର୍ଷ ବୟସ ବର୍ଗର ବେକାର ଯୁବକ

iii . 50 ବର୍ଷ ଏବଂ ତା'ଠାରୁ ଅଧିକ ବୟସର ବରିଷ୍ଠ ନାଗରିକ

iv . ପୋଲିସ/ପ୍ରତିରକ୍ଷା ବାହିନୀର ସେବାୟତ/ପୂର୍ବତନ ସୈନିକ

v.  ଫିଟନେସ୍ କ୍ଲବର ଦାତା/ପ୍ରତିଷ୍ଠାତାଙ୍କ ପୁଅ ଏବଂ ଝିଅ

 ସ୍ପୁର୍ତ୍ତି  ଜଣେ ମେଦବହୁଳ ରୋଗୀ । ତାଙ୍କୁ 52 ବର୍ଷ ବୟସ ହୋଇଛି। ସେ ନାଇଡୁ ଫିଟନେସ୍ କ୍ଲବରେ ଯୋଗଦେବାକୁ ଚାହୁଁଛନ୍ତି । ଯଦି ତାଙ୍କର ମାସିକ ପ୍ୟାକେଜ୍ 6000/-ଟଙ୍କା ଅଟେ। ସେ ତାଙ୍କ ପ୍ୟାକେଜ୍ ଉପରେ କେତେ ରିହାତି ପାଆନ୍ତି?

1
 4200ଟଙ୍କା 
2
1800ଟଙ୍କା 
3
.6000ଟଙ୍କା 
4
1200ଟଙ୍କା 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation