ନିମ୍ନଲିଖିତ ବିବୃତ୍ତି ଉପରେ ବିଚାର କରନ୍ତୁ,
1. ଉତ୍ତାପ କୌଣସି ବସ୍ତୁର ତାପମାତ୍ରାକୁ ପରିବର୍ତ୍ତନ କରିପାରେ ।
2. ଉତ୍ତାପ କୌଣସି ବସ୍ତୁର ଅବସ୍ଥା କୁ ପରିବର୍ତ୍ତନ କରିପାରେ ।
3. ଉତ୍ତାପ ରାସାୟନିକ ପରିବର୍ତ୍ତନ ହାର କୁ ବଢାଇପାରେ ।
ଉପରୋକ୍ତ ବିବୃତ୍ତି ଗୁଡ଼ିକ ମଧ୍ୟରୁ କେଉଁଟି ଠିକ୍ ଅଟେ ?
1
କେବଳ 1
2
କେବଳ 1 ଏବଂ 2
3
କେବଳ 2 ଏବଂ 3
4
1, 2, ଏବଂ 3