ଉତ୍ତାପ ସ୍ଥାନାନ୍ତର ସମ୍ବନ୍ଧରେ ନିମ୍ନଲିଖିତ ବିବୃତ୍ତିଗୁଡିକ ବିଚାର କରନ୍ତୁ:
1. ଶୂନ୍ୟସ୍ଥାନରେ ବିକିରଣ ଉତ୍ତାପ ସ୍ଥାନାନ୍ତର କାର୍ଯ୍ୟକ୍ଷମ ହୁଏ ନାହିଁ ।
2. କଳା ପୃଷ୍ଠ ବା ରଙ୍ଗ ପରିବେଶରୁ ସର୍ବାଧିକ ଉତ୍ତାପ ଶୋଷଣ କରିଥାଏ ।
ଉପରୋକ୍ତ ବିବୃତ୍ତି ଗୁଡ଼ିକ ମଧ୍ୟରୁ କେଉଁଟି ଠିକ୍ ଅଟେ ?
1
କେବଳ 1
2
କେବଳ 2
3
ଉଭୟ 1 ଏବଂ 2
4
1 କିମ୍ବା 2 ନୁହେଁ