ନିମ୍ନଲିଖୂ କେଉଁ ଉକ୍ତିଗୁଡ଼ିକ ‘ଅଗଷ୍ଟ ପ୍ରସ୍ତାବ 1940’ (August Offer - 1940) ର ଅନ୍ତର୍ଭୁକ୍ତ ନୁହେଁ ?

(1) ଯୁଦ୍ଧପରେ ଗୋଟିଏ ମନୋନୀତ ଭାରତୀୟ ପରିଷଦ ସମ୍ବିଧାନ ଗଠନ ପାଇଁ ଗଢ଼ାଯିବ

(2) ସ୍ଵୟଂଶାସିତ କ୍ଷମତା ଭାରତର ଆଭିମୁଖ୍ୟ ନୁହେଁ

(3) ଭାଇସରାୟଙ୍କ କାର୍ଯ୍ୟନିର୍ବାହୀ ପରିଷଦରେ ଅଧିକ ଭାରତୀୟଙ୍କ ପ୍ରତିନିଧ୍ୱ

(4) ଗୋଟିଏ ଯୁଦ୍ଧ ଉପଦେଷ୍ଟା ପରିଷଦ ଗଠନ କରାଯାଇଥିଲା

1
2 ଓ 3
2
3 ଓ 4
3
1 ଓ 2
4
1 ଓ 4

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation