ଭାରତର ଆଡଭୋକେଟ ଜେନେରାଲଙ୍କ ପରିପ୍ରେକ୍ଷୀରେ କେଉଁ ଉକ୍ତିଗୁଡିକ ଠିକ୍ ନୁହେଁ ?
(1) ଆଡଭୋକେଟ ଜେନେରାଲ ରାଜ୍ୟର ସର୍ବୋଚ୍ଚ ଆଇନ୍ ଅଧିକାରୀ
(2) ଉଚ୍ଚନ୍ୟାୟଳୟର ମୁଖ୍ୟବିଚାରପତିଙ୍କ ପରାମର୍ଶ ଅନୁସାରେ ତାଙ୍କୁ ରାଜ୍ୟପାଳ ନିଯୁକ୍ତ କରିଥାନ୍ତି
(3) ସେ ଉଚ୍ଚନ୍ୟାୟାଳୟର ବିଚାରପତି ହେବାକୁ ଯୋଗ୍ୟ
(4) ତାଙ୍କର ବୟସ 65 ବର୍ଷରୁ ଅଧିକ ହୋଇନଥୁବ
1
1 ଓ 4
2
2 ଓ 4
3
2 ଓ 3
4
1 ଓ 3