" ନିମ୍ନୋକ୍ତ କେଉଁ ଉକ୍ତିଗୁଡିକ ଭାରତର ନିର୍ବାଚନ କମିସନ ପରିପ୍ରେକ୍ଷୀରେ ଠିକ୍ ନୁହେଁ ?

(1) ଧାରା 327 ସଂସଦକୁ ବିଧାନ ସଭା ନିର୍ବାଚନ ବ୍ୟବସ୍ଥାର କ୍ଷମତା ଦେଇଛି

(2) ମୁଖ୍ୟ ନିର୍ବାଚନ କମିସନରଙ୍କ ବ୍ୟତୀତ ଦୁଇ ଅତିରିକ୍ତ କମିସନରଙ୍କୁ ପ୍ରଥମ ଥର ପାଇଁ 1990, ଜାନୁୟାରୀ 1 ରେ ନିଯୁକ୍ତ କରାଯାଇଥିଲା

(3) ନିର୍ବାଚନ କମିସନର ସଂଶୋଧନ ଧାରା 1990, ନିର୍ବାଚନ କମିସନ୍‌କୁ ବହୁସଦସ୍ୟ ପରିଷଦ କରିଥିଲା

(4) ନିର୍ବାଚନ କମିସନ୍‌ରେ ନିଷ୍ପଭିଗୁଡ଼ିକ ସଦସ୍ୟମାନଙ୍କ ସହମତି ଭୋଟ ଆଧାରରେ ହୋଇଥାଏ

1
2, 3 ଓ 4
2
କେବଳ 1
3
1, 3 ଓ 4
4
1, 2 ଓ 3

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation