"ETHICAL" ଶବ୍ଦର ପ୍ରତ୍ୟେକ ସ୍ୱରବର୍ଣ୍ଣ ଇଂରାଜୀ ବର୍ଣ୍ଣମାଳା ଶୃଙ୍ଖଳାରେ ପରବର୍ତ୍ତୀ ଅକ୍ଷରରେ ପରିବର୍ତ୍ତିତ ହୋଇଛି ଏବଂ ପ୍ରତ୍ୟେକ ବ୍ୟଞ୍ଜନବର୍ଣ୍ଣ ଇଂରାଜୀ ବର୍ଣ୍ଣମାଳା ଶୃଙ୍ଖଳାର ପୂର୍ବ ଅକ୍ଷରରେ ପରିବର୍ତ୍ତିତ ହୋଇଛି। ନୂତନ ଭାବରେ ଗଠିତ ଶବ୍ଦରେ, ବାମରୁ ତୃତିୟ ଏବଂ ଡାହାଣରୁ ପ୍ରଥମ ଥିବା ବର୍ଣ୍ଣମାଳା ମଧ୍ୟରେ ଇଂରାଜୀ ବର୍ଣ୍ଣମାଳା ଶୃଙ୍ଖଳାରେ କେତେଟି ବର୍ଣ୍ଣମାଳା ଅଛି?
1
ଚାରି
2
ତିନି
3
ଦୁଇ
4
ପାଞ୍ଚ