ଭାରତର ସଂସଦ ଦ୍ଵାରା ପ୍ରଣୀତ ହୋଇଥିବା ‘ନୂତନ ଅପରାଧ୍ଵକ ଅଧୁନିୟମ' (New Criminal Laws) ଅନୁଯାୟୀ ନିମ୍ନୋକ୍ତ କେଉଁ ମନ୍ତବ୍ୟଗୁଡିକ ଠିକ୍ ?

(1) ଏପ୍ରିଲ 1 ତାରିଖ 2023 ମସିହାରେ ନୂତନ ଅପରାଧ୍ଵକ ଅଧ୍ୱନିୟମ ‘ଭାରତୀୟ ନ୍ୟାୟ ସଂହିତା’ କାର୍ଯ୍ୟକାରୀ ହେଲା

(2) ଭାରତୀୟ ପେନାଲ୍ କୋଡ୍ ସ୍ଥାନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଲାଗୁ ହେଲା

(3) ଜୁଲାଇ 2024 ରୁ ଭାରତୀୟ ସାକ୍ଷ୍ୟ ଅଧ୍ୱନିୟମ’ କାର୍ଯ୍ୟକାରୀ ହେଲା

(4) ଡିସେମ୍ବର 2023 ରେ ଭାରତୀୟ ନ୍ୟାୟ ସଂହିତା ସଂସଦରେ ପାରିତ ହେଲା

1
1 ଓ 4
2
2 ଓ 3
3
3 ଓ 4
4
2 ଓ 3.

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation