ନିମ୍ନଲିଖିତ ପ୍ରକ୍ରିୟାଗୁଡ଼ିକ ମଧ୍ୟରୁ କେଉଁଟି ମୁଖ୍ୟତଃ ଅମ୍ଳଜାନ ଚକ୍ରରେ ବାୟୁମଣ୍ଡଳରେ ଅମ୍ଳଜାନ ସ୍ତର ହ୍ରାସ କରିବାରେ ଯୋଗଦାନ କରେ?
1
ଶ୍ବସନ, ବିଘଟନ ଓ ନାଇଟ୍ରୋଜେନ ଅକ୍ସାଇଡ୍ ଗଠନ
2
ବିଘଟନ, ଆଲୋକ ସଂଶ୍ଳେଷଣ ଓ ଦହନ
3
ଦହନ, ଶ୍ବସନ ଓ ନାଇଟ୍ରୋଜେନ୍ ଅକ୍ସାଇଡ୍ ଗଠନ
4
ଆଲୋକ ସଂଶ୍ଳେଷଣ, ଶ୍ବସନ ଏବଂ ଦହନ