ସମ୍ପ୍ରତିରେ ଯୁବା ସଙ୍ଗମ ପୋର୍ଟାଲ ଲଞ୍ଚ କରାଯାଇଥିଲା, ଏହା ନିମ୍ନ ମଧ୍ୟରୁ କେଉଁଟି ସହିତ ଜଡିତ?
1
ଖେଲୋ ଇଣ୍ଡିଆ ଗେମ୍ସ ପାଇଁ ପୋର୍ଟାଲ୍
2
ଉତ୍ତର ପୂର୍ବ ଅଞ୍ଚଳର ଯୁବକ ଏବଂ ବାକି ଭାରତ ଯୁବକମାନଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ସ୍ଥାପନ ପାଇଁ
3
ଆନ୍ତର୍ଜାତୀୟ ଛାତ୍ର ବିନିମୟ କାର୍ଯ୍ୟକ୍ରମ ପାଇଁ ପୋର୍ଟାଲ୍
4
ଦକ୍ଷତା ବିକାଶ