ଜଣେ ବ୍ୟବସାୟୀ ଏକ କିସମର ୨୬ କି.ଗ୍ରା. ଚାଉଳ (କିଲୋ ପିଛା ୨୦ ଟଙ୍କା)ସହ ଅନ୍ୟ ଏକ କିସମର ୩୦ କି.ଗ୍ରା. ଚାଉଳକୁ (କିଲୋ ପିଛା ୩୬ ଟଙ୍କା) ମିଶାଇ ମିଶ୍ରଣକୁ କିଲୋ ପିଛା ୩୦ ଟଙ୍କାରେ ବିକ୍ରି କରନ୍ତି । ତାଙ୍କର ଲାଭ ପ୍ରତିଶତ କେତେ ହେବ ? 

1
ଲାଭ ନାହିଁ, କ୍ଷତି ନାହିଁ
2
୫%
3
୮%
4
୧୦%

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation