ଦୁଇଟି ପାଇପ୍ A ଏବଂ B ଯଥାକ୍ରମେ \(37 \frac{1}{2}\) ମିନିଟ୍ ଏବଂ 45 ମିନିଟ୍ରେ ଏକ ଟାଙ୍କି ପୂରଣ କରିପାରିବେ । ପ୍ରଥମେ ଉଭୟ ପାଇପ୍ ଖୋଲାଗଲା । ତେବେ କେତେ ସମୟ ପରେ ପାଇପ୍ B କୁ ବନ୍ଦ କରାଗଲେ ମାତ୍ର ଅଧ ଘଣ୍ଟା ମଧ୍ୟରେ ଟାଙ୍କିଟି ଭର୍ଜି ହୋଇଯିବ ।
1
5 ମିନିଟ୍
2
9 ମିନିଟ୍
3
10 ମିନିଟ୍
4
15 ମିନିଟ୍