ଭାରତୀୟ ସମ୍ବିଧାନ ର ମୌଳିକ ଗଠନ ସହିତ ଜଡିତ ଭାରତ ର ସର୍ବୋକ ନ୍ୟାୟଳୟ ର ରାୟ ବିଷୟ ରେ, ନିମ୍ନଲିଖିତ ବିଷୟ ରେ ବିଚାର କରନ୍ତୁ:
| କେସ | ଘୋଷଣା ହେଇଥିବା ମୌକିକ ସରଞ୍ଚନା ର ଉପାଦାନ |
| 1. ମିନର୍ଭା ମିଲ୍ସ କେସ | ମୌଳିକ ଅଧିକାର ଏବଂ ନିର୍ଦ୍ଦେଶନାମା ମଧ୍ୟରେ ସମନ୍ଵୟ ଏବଂ ସନ୍ତୁଳନ |
| 2. କେଶବାନନ୍ଦ ଭାରତୀ କେସ | ସମ୍ବିଧାନ ର ସର୍ବୋଚ୍ଚତା |
| 3. ଇନ୍ଦିରା ନେହେରୁ ଗାନ୍ଧୀ କେସ | ସ୍ଵାଧୀନତା ଏବଂ ବ୍ୟକ୍ତିଗତ ସମ୍ମାନ |
ଉପରୋକ୍ତ ଯୋଡ଼ି ମଧ୍ୟରୁ କେଉଁଟି ସଠିକ ଭାବେ ମେଳ ହେଇଛି ?
1
କେବଳ 2
2
କେବଳ 2 ଏବଂ 3
3
କେବଳ 3
4
କେବଳ 1 ଏବଂ 2