Civil Services OPSC OAS Mock Test Series 2025 General Knowledge Modern India (National Movement ) Important Historical Data
ନିମ୍ନଲିଖିତ ସ୍ତମ୍ଭଗୁଡ଼ିକର ମେଳ କରନ୍ତୁ:
| ନାରା | ଦେଇଥିବା ବ୍ୟକ୍ତି |
| i) କରୋ ୟା ମାରୋ(କର କିମ୍ବା ମର) | a) ମୁହମ୍ମଦ ଇକବାଲ |
| ii) ସାରେ ଜହାନ ସେ ଅଛା ହିନ୍ଦୁସ୍ତାନ ହମାରା | b) ଜୟପ୍ରକାଶ ନାରାୟଣ |
| iii) କାଶ୍ମୀର ଚାଲୋ | c) ମହାତ୍ମା ଗାନ୍ଧୀ |
| iv) ସମ୍ପୂର୍ଣ୍ଣ କ୍ରାନ୍ତି | d) ଡ଼କ୍ଟର ମୁରଳୀ ମନୋହର ଯୋଶୀ |
1
i)-b, ii)-c iii)-d, iv)-a
2
i)-c, ii)-a iii)-b, iv)-d
3
i)-c, ii)-b iii)-d, iv)-a
4
i)-c, ii)-a iii)-d, iv)-b