Civil Services OPSC OAS Mock Test Series 2025 General Knowledge Geography (World Geography) Biogeography
ନିମ୍ନଲିଖ୍ କେଉଁ ପ୍ରକାରର ମୃତ୍ତିକା 'ରିଗର ମୃତ୍ତିକା (Regur Soil)' ଭାବେ ମଧ୍ୟ ଜଣାଶୁଣା ଅଟେ?
1
ଲୋହିତ ମୃତ୍ତିକା (Red Soil)
2
ପଟୁ ମୃତ୍ତିକା (Alluvial Soil)
3
କୃଷ୍ଣ ମୃତ୍ତିକା (Black Soil)
4
ମାଙ୍କଡା ମୃତ୍ତିକା (Laterite Soil)