ନିମ୍ନଲିଖିତ ବିବୃତ୍ତି ଗୁଡିକ ବିଚାର କରନ୍ତୁ:
1. 1991 ମସିହାର ସଂସ୍କାର ପରଠାରୁ ଭାରତ କୃଷି ଜାତ ଦ୍ରବ୍ୟର ନିଟ୍ ରପ୍ତାନିକାରୀ ଦେଶ ହୋଇ ରହିଛି।
2. ଗତ 6 ବର୍ଷ ମଧ୍ୟରେ ମୋଟ କୃଷି ରପ୍ତାନି ମୂଲ୍ୟରେ ବାସମତୀ ଚାଉଳର ଅଂଶ ସବୁଠାରୁ ଅଧିକ ରହିଛି ।
ଉପରୋକ୍ତ ବିବୃତ୍ତି ଗୁଡ଼ିକ ମଧ୍ୟରୁ କେଉଁଟି ଠିକ୍ ଅଟେ ?
1
କେବଳ 1
2
କେବଳ 2
3
ଉଭୟ 1 ଏବଂ 2
4
1 କି 2 ନୁହେଁ