ଭାରତର ଧାର୍ମିକ ଇତିହାସ ସନ୍ଦର୍ଭରେ ନିମ୍ନରେ ଦିଆଯାଇଥିବା ବକ୍ତବ୍ୟ ମଧ୍ୟରୁ କେଉଁଟି ଭୁଲ୍?
1
ସମ୍ମିତିଆ ବୌଦ୍ଧ ଧର୍ମର ସମ୍ପ୍ରଦାୟ ଥିଲା
2
ସୌତ୍ରାନ୍ତିକ ଜୈନ ଧର୍ମର ସମ୍ପ୍ରଦାୟ ଥିଲା।
3
ଧର୍ମର ଅର୍ଥ ହେଉଛି ମତବାଦ ବା ଶିକ୍ଷାଦାନ ଏବଂ ସଙ୍ଘର ଅର୍ଥ ହେଉଛି ସନ୍ୟାସୀ ବ୍ୟବସ୍ଥା ବା ସମ୍ପ୍ରଦାୟ।
4
ମୌର୍ୟ୍ୟ କାଳରେ ଯକ୍ଷ ଓ ମାତୃଦେବୀଙ୍କ ପୂଜା ପ୍ରଚଳିତ ଥିଲା।