X, Y ଏବଂ Z ଏକ ଭାଗୀଦାରୀ ରେ ପ୍ରବେଶ କରନ୍ତି ।  X ଆରମ୍ଭ ରେ କିଛି ଟଙ୍କା ବିନିଯୋଗ କରେ।  Y, ଆରମ୍ଭ ର 4 ମାସ ପରେ X ର ତିନିଗୁଣ ବିନିଯୋଗ କରେ ଏବଂ Z, ଆରମ୍ଭ ର 9 ମାସ ପରେ, Y ର ଦୁଇଗୁଣ ବିନିଯୋଗ କରେ । ଯଦି ବାର୍ଷିକ ଲାଭ 450000 ଟଙ୍କା ହୁଏ, ତେବେ Y ର ଭାଗ କେତେ ?

1
150000 ଟଙ୍କା
2
 100000 ଟଙ୍କା
3
 300000 ଟଙ୍କା
4
 200000 ଟଙ୍କା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation