P, Q, R, S, T ଏବଂ U  ଛଅ ଜଣ ସାଙ୍ଗ ଟେବୁଲ୍ ର ମଧ୍ୟଭାଗକୁ ମୁହଁ କରି ଏକ ଗୋଲାକାର ଟେବୁଲ୍ ଚାରିପାଖରେ ପରସ୍ପରଠାରୁ ସମାନ ଦୂରତାରେ ବସିଛନ୍ତି । U, T ର ବାମ ପାର୍ଶ୍ୱରେ ଚତୁର୍ଥ ସ୍ଥାନରେ ବସିଛନ୍ତି ।  S ଏବଂ T ମଧ୍ୟରେ କେହି ବସିଛନ୍ତି କିନ୍ତୁ ଏହା P  ନୁହେଁ ।  R, U ର ପରବର୍ତ୍ତୀ ବାମ ପାର୍ଶ୍ୱରେ ବସିଛନ୍ତି । ତେବେ T ର ବିପରିତ ଦିଗରେ କିଏ ବସିଛନ୍ତି ?

1
2
3
4

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation