A, B, C, D, E ଏବଂ F ରେ କ୍ରମାଙ୍କିତ ଛଅ ବାକ୍ସ ଉପରୁ ନିମ୍ନ ପର୍ଯ୍ୟନ୍ତ ଲମ୍ବ ହେଇ ସଜାହେଇଛି । ଶୀର୍ଷ ସ୍ଥାନ କୁ ପ୍ରଥମ ସ୍ଥାନ ବିବେଚନା କରାଯାଉଥିଲା ବେଳେ ନିମ୍ନ ସ୍ଥାନ ଅନ୍ତିମ ସ୍ଥାନ ହେଇଥାଏ ।ବାକ୍ସ F କୁ ବାକ୍ସ E ର ଠିକ ଉପରେ ରଖାଯାଇଛି । A ଏବଂ B ମଧ୍ୟରେ ତିନୋଟି ବାକ୍ସ ଅଛି । ବାକ୍ସ A, ବାକ୍ସ B ର ଉପରେ ଅଛି । E ଏବଂ D ମଧ୍ୟରେ ଏକ ବାକ୍ସ ଅଛି । E ଏବଂ C ମଧ୍ୟରେ ତିନି ବାକ୍ସ ଅଛି । ବାକ୍ସ E କୁ ଦ୍ଵିତୀୟ ଅନ୍ତିମ ସ୍ଥାନ ରେ ରଖାଯାଇଛି ।
ନିମ୍ନଲିଖିତ ମଧ୍ୟରୁ କେଉଁ ବାକ୍ସ, ବାକ୍ସ D ର ଠିକ ଉପରେ ରଖାଯାଇଛି ?
1
C
2
B
3
F
4
A