ଜଣେ ଦୋକାନୀ ରେଫ୍ରିଜରେଟରର ଚିହ୍ନିତ ମୂଲ୍ୟରେ 12% ପ୍ରାରମ୍ଭିକ ରିହାତି ଦେବା ପରେ ରିହାତି ମୂଲ୍ୟରେ ପୁଣି 17% ରିହାତି ପ୍ରଦାନ କରନ୍ତି । ଯଦି ଚୂଡ଼ାନ୍ତ ବିକ୍ରୟ ମୂଲ୍ୟ 21,912,  ଟଙ୍କା ଅଟେ, ତେବେ ଚିହ୍ନିତ ମୂଲ୍ୟ (ଟଙ୍କାରେ) ହେଉଛି: 

1
28,250
2
31,500
3
30,000
4
27,000

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation