A, B, C, D, E, F, G ଏବଂ H ଭାବରେ ଆଠଟି କାର ଅଛି ଏବଂ ପ୍ରତ୍ୟେକ କାରର ଭିନ୍ନ ମୂଲ୍ୟ ଅଛି । C ର ମୂଲ୍ୟ A ଏବଂ D ଠାରୁ ଅଧିକ ଅଟେ । ଅତି କମରେ ଦୁଇଟି କାରର ମୂଲ୍ୟ A ଠାରୁ କମ୍ ଅଟେ । F ର ମୂଲ୍ୟ G ଏବଂ H ର ମୂଲ୍ୟଠାରୁ ଅଧିକ ଏବଂ D ର ମୂଲ୍ୟ G ଠାରୁ କମ୍, କିନ୍ତୁ E ମୂଲ୍ୟଠାରୁ ଅଧିକ ଅଟେ । B ର ମୂଲ୍ୟ H ଠାରୁ କମ୍, କିନ୍ତୁ G ଠାରୁ ଅଧିକ । ଅତି କମରେ ଚାରିଟି କାରର ମୂଲ୍ୟ C ତୁଳନାରେ ଅଧିକ ଅଟେ, ନିମ୍ନଲିଖିତ କ୍ରମ ମଧ୍ୟରୁ କେଉଁଟି ସଠିକ୍?
1
F > H > B > G > C > A > D > E
2
F > H > G > B > C > A > D > E
3
F > H > B > G > C > A > E > D
4
F > H > B > G > C > D > A > E