ନିମ୍ନଲିଖିତ ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରୁ କେଉଁଟି କରାଲ୍ (ପ୍ରବାଳ) ଜନସଂଖ୍ୟା ପାଇଁ ଅନୁକୂଳ ନୁହେଁ?
1
ଗହିରମାଥା ସାମୁଦ୍ରିକ ଅଭୟାରଣ୍ୟ, ଓଡ଼ିଶା
2
ତାମିଲନାଡୁର ଗଲ୍ଫ ଅଫ୍ ମନ୍ନାର ସାମୁଦ୍ରିକ ଜାତୀୟ ଉଦ୍ୟାନ
3
ମହାତ୍ମା ଗାନ୍ଧୀ ସାମୁଦ୍ରିକ ଜାତୀୟ ଉଦ୍ୟାନ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ
4
ସାମୁଦ୍ରିକ ଜାତୀୟ ଉଦ୍ୟାନ, ଗୁଜୁରାଟ