ପ୍ରଦତ୍ତ ବିବୃତ୍ତି ଏବଂ ସିଦ୍ଧାନ୍ତକୁ ଭଲଭାବେ ପଢନ୍ତୁ ଏବଂ ବିବୃତ୍ତି ଗୁଡିକ ମଧ୍ୟରୁ କେଉଁ ସିଦ୍ଧାନ୍ତ ଗୁଡିକ ଯୁକ୍ତିଯୁକ୍ତ ଭାବରେ ଅନୁସରଣ କରେ ତାହା ସ୍ଥିର କରନ୍ତୁ।
ବିବୃତ୍ତି:
ଜାପାନରେ କାର୍ଯ୍ୟ କରୁଥିବା ସମସ୍ତ ବୈଜ୍ଞାନିକ ଦକ୍ଷ ଅଟନ୍ତି।
ଚୀନର କିଛି ବୈଜ୍ଞାନିକ ଜାପାନରେ କାର୍ଯ୍ୟ କରୁଛନ୍ତି।
ସିଦ୍ଧାନ୍ତ:
I.ଚୀନର କୌଣସି ବୈଜ୍ଞାନିକ ଦକ୍ଷ ନୁହଁନ୍ତି।
II ଚୀନର କେତେକ ଦକ୍ଷ ବୈଜ୍ଞାନିକ ଜାପାନରେ କାର୍ଯ୍ୟ କରୁଛନ୍ତି।
III ସମସ୍ତ ପ୍ରତିଭାବାନ ବୈଜ୍ଞାନିକ ମାନେ ଜାପାନୀ ଅଟନ୍ତି।
IV. ଚୀନର କିଛି ବୈଜ୍ଞାନିକ ଦକ୍ଷ ଅଟନ୍ତି।
1
କେବଳ ସିଦ୍ଧାନ୍ତ III ଏବଂ IV ଅନୁସରଣ କରେ
2
କେବଳ ସିଦ୍ଧାନ୍ତ II ଏବଂ IV ଅନୁସରଣ କରେ
3
କେବଳ l ଅନୁସରଣ କରେ
4
କେବଳ ll ଅନୁସରଣ କରେ