ଏକ ବହୁ-ଦେଶୀୟ କମ୍ପାନୀର ପରିଚାଳନା ସ୍ତରୀୟ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା କରାଯିବା ପରେ ସାକ୍ଷାତକାର ପାଇଁ ଡକାଯିବାକୁ ଉପଯୁକ୍ତ ପ୍ରାର୍ଥୀଙ୍କ ତାଲିକା ଚୟନ ପାଇଁ ନିମ୍ନଲିଖିତ ସର୍ତ୍ତଗୁଡିକ ଦିଆଯାଇଛି। ଆକାଉଣ୍ଟିଂ ସେବା ଏବଂ ବିକ୍ରୟ ପାଇଁ ପ୍ରାର୍ଥୀମାନେ ନିଶ୍ଚୟ:
(:a) 65% କିମ୍ବା ତଦୁର୍ଦ୍ଧ କିମ୍ବା ମୌଲିକ ବିଜ୍ଞାନରେ ସ୍ନାତକ ହାସଲ କରିଥିବେ କିମ୍ବା 55% ଏବଂ ତା'ଠାରୁ ଅଧିକ ମାର୍କ ସହିତ B. E ଡିଗ୍ରୀ ହାସଲ କରିଥିବେ।
(b) 70% କିମ୍ବା ତଦୁର୍ଦ୍ଧ ମାର୍କ ସହିତ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ।
(c) 1/4/18 ସୁଦ୍ଧା ବୟସ 25 ରୁ 30 ବର୍ଷ ମଧ୍ୟରେ ହେବା ଆବଶ୍ୟକ।
(d) ଏକ ଆକାଉଣ୍ଟିଂ ସଂସ୍ଥାରେ ତିନି ବର୍ଷର ଅଭିଜ୍ଞତା ଏବଂ 60% କିମ୍ବା ତା’ଠାରୁ ଅଧିକ ମାର୍କ ସହିତ ଆକାଉଣ୍ଟିଂରେ ଡିପ୍ଲୋମା ଥିବା ଆବଶ୍ୟକ।
(e) ବର୍ତ୍ତମାନ ବାର୍ଷିକ 6 ଲକ୍ଷ କିମ୍ବା ତାଠାରୁ ଅଧିକ CTC ପାଉଥିବେ।
ଯଦି ଆବେଦନକାରୀ ଯିଏ ଉପରୋକ୍ତ ସମସ୍ତ ସର୍ତ୍ତାବଳୀକୁ ସନ୍ତୁଷ୍ଟ କରନ୍ତି , ବ୍ୟତୀତ-
1) ଉପରେ ଦିଆଯାଇଥିବା (a) ରେ, ତେବେ ଜୁନିଅର ଆକାଉଣ୍ଟାଣ୍ଟ ଭାବରେ ରେଫର୍ ହେବ।
2) ଉପରେ ଦିଆଯାଇଥିବା (d) & (e)ରେ, ତେବେ ଟ୍ରେନି-ଆକାଉଣ୍ଟାଣ୍ଟ ଭାବରେ ରେଫର୍ ହେବ।
5 ବର୍ଷର ଅଭିଜ୍ଞତା ସହିତ ଉପରୋକ୍ତ ସମସ୍ତ ବିଷୟକୁ ସନ୍ତୁଷ୍ଟ କରିବା ପରେ ସିନିୟର-ଆକାଉଣ୍ଟାଣ୍ଟ ଭାବରେ ରେଫର୍ ହେବ।
CA / ICWA / MBA (ଫାଇନାନ୍ସ) ସହିତ ଉପରୋକ୍ତ ସମସ୍ତ ମାନଦଣ୍ଡ (a-e) ପର୍ଯ୍ୟନ୍ତ ସନ୍ତୁଷ୍ଟ କରିବା ପରେ ମ୍ୟାନେଜର (ଆକାଉଣ୍ଟସ୍) ଭାବରେ ରେଫର୍ କରାଯାଏ।
ଉପରୋକ୍ତ ସମସ୍ତ ସୂଚନା ପଢ ଏବଂ ନିମ୍ନ ପ୍ରଶ୍ନର ଉତ୍ତର ଦିଅ।
ଶ୍ରାବଣୀ H. SC ରେ 72% ମାର୍କ ସହିତ ପସ୍ କଲେ। ସେ 62% ମାର୍କ ସହିତ ଆକାଉଣ୍ଟାଣ୍ଟରେ ଡିପ୍ଲୋମା କରିଛନ୍ତି। ସେ 4 ବର୍ଷ ହେଲା ଆକାଉଣ୍ଟିଂ କ୍ଷେତ୍ରରେ ଏକ ସଂସ୍ଥା ସହିତ କାର୍ଯ୍ୟ କରୁଥିଲେ ଏବଂ ବର୍ତ୍ତମାନ 6.5 ଲକ୍ଷ CTC ପାଉଛନ୍ତି। ଜୁଲାଇ 2018 ରେ ସେ 28ବର୍ଷ ପୂରଣ କରିବେ। ସେ କେଉଁ ପଦ ପାଇଁ ରେଫର୍ ହୋଇପାରନ୍ତି: