ନିମ୍ନରେ ଦିଆଯାଇଥିବା ଏକ ପ୍ରଶ୍ନ ଉପରେ ଦୁଇଟି ବିବୃତ୍ତି ଦିଆଯାଇଛି ।  ଦିଆଯାଇଥିବା ବିବୃତ୍ତିରୁ ପ୍ରଶ୍ନର ଉତ୍ତର ଦିଆଯାଇପାରିବ କି ନାହିଁ ବିଶ୍ଳେଷଣ କରନ୍ତୁ ଏବଂ ନିଷ୍ପତ୍ତି ନିଅନ୍ତୁ ।

ପ୍ରଶ୍ନ: ରବି କେଉଁ ଦିଗକୁ ମୁହାଁଇଛନ୍ତି ?

ବିବୃତ୍ତି I : ରବି ବୀନାଙ୍କ ଘରୁ ଚାଲିବା ଆରମ୍ଭ କରିଥିଲେ।

ବିବୃତ୍ତି II : ରବି ସନ୍ଧ୍ୟାରେ ସୂର୍ଯ୍ୟ ଆଡକୁ ମୁହାଁଇଥିଲେ।

1
ଉଭୟ  ବିବୃତ୍ତି I ଏବଂ ବିବୃତ୍ତି II ରେ ଥିବା ତଥ୍ୟ କେବଳ ପ୍ରଶ୍ନର ଉତ୍ତର ଦେବା ପାଇଁ । ଯଥେଷ୍ଟ ନୁହେଁ । 
2
କେବଳ ବିବୃତ୍ତି I ଏବଂ ବିବୃତ୍ତି II ରେ ଥିବା ତଥ୍ୟକେବଳ ପ୍ରଶ୍ନର ଉତ୍ତର ଦେବା ପାଇଁ ଯଥେଷ୍ଟ |
3
ବିବୃତ୍ତିରେ I ରେ ଥିବା ତଥ୍ୟ କେବଳ ପ୍ରଶ୍ନର ଉତ୍ତର ଦେବା ପାଇଁ ଯଥେଷ୍ଟ |
4
ବିବୃତ୍ତିରେ II ରେ ଥିବା  ତଥ୍ୟ କେବଳ ପ୍ରଶ୍ନର ଉତ୍ତର ଦେବା ପାଇଁ ଯଥେଷ୍ଟ |

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation