28ଟି ସଂଖ୍ୟାର ହାରାହାରି ହେଉଛି 77 । ପ୍ରଥମ 14ଟି ସଂଖ୍ୟାର ହାରାହାରି 74 ଏବଂ ଶେଷ 15 ଟି ସଂଖ୍ୟାର ହାରାହାରି 84 ଅଟେ । ଯଦି 14 ତମ ସଂଖ୍ୟାକୁ ବାଦ ଦିଆଯାଏ, ତେବେ ଅବଶିଷ୍ଟ ସଂଖ୍ୟାଗୁଡ଼ିକର ହାରାହାରି କେତେ ହେବ ନିର୍ଣ୍ଣୟ କର? (ଗୋଟିଏ ଦଶମିକ ସ୍ଥାନ ପର୍ଯ୍ୟନ୍ତ ସଠିକ୍)
1
74.7
2
77
3
73.1
4
76.9