A ର ମାସିକ ଦରମା B ର ଦରମା ଠାରୁ 20% ଅଧିକ ଅଟେ ଏବଂ B ର ଦରମା C ଦରମାର 30% ଅଟେ । ଯଦି ସେମାନଙ୍କର ମାସିକ ମୋଟ ଦରମା 74,700, ଟଙ୍କା ହୁଏ, ତେବେ C ର ଦରମା କେତେ ହେବ ?

1
50,000 ଟଙ୍କା
2
45,000 ଟଙ୍କା
3
25,000 ଟଙ୍କା
4
35,000 ଟଙ୍କା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation