ନିକଟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ନିମ୍ନଲିଖିତ ମଧ୍ୟରୁ କେଉଁ ଉତ୍ କ୍ଷେପଣ ଯାନ ବ୍ୟବହାର କରି ଏକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ (ଇଓଏସ୍ -04) ଉତ୍ କ୍ଷେପଣ କରିଥିଲା?
1
ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ପିଏସ୍ ଏଲ୍ ଭି)
2
ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ଜିଏସ୍ ଏଲ୍ ଭି)
3
ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ଏସ୍ ଏଲ୍ ଭି)
4
କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ଏସ୍ ଏସ୍ ଏଲ୍ ଭି)