ଏକ ଗୋଷ୍ଠୀରେ ଛଅ ଜଣ ବନ୍ଧୁ ଅଛନ୍ତି । ସିଞ୍ଚନ କେବଳ ଦୁଇ ସାଙ୍ଗଙ୍କ ଠାରୁ ସାନ ହୋଇଥିବାବେଳେ ଡୋରାମୋନ୍ ସବୁଠାରୁ ବଡ଼ ଅଟନ୍ତି । ସିଞ୍ଚନ ହାଟୋରୀଠାରୁ ସାନ । ନୋବିଟା ସିଞ୍ଚନଠାରୁ ବଡ଼ ନୁହଁନ୍ତି । କେନିଚି ସିଞ୍ଜୋଙ୍କ ଠାରୁ ସାନ କିନ୍ତୁ ନୋବିଟା ସିଞ୍ଜୋଙ୍କ ଠାରୁ ବୟସରେ ବଡ଼ ଅଟନ୍ତି । ଛଅ ଜଣ ବନ୍ଧୁଙ୍କ ମଧ୍ୟରେ କିଏ ସର୍ବକନିଷ୍ଠ?
1
ସିଞ୍ଜୋ
2
ହାଟୋରୀ
3
କେନିଚି
4
ସିଞ୍ଚନ