ନିର୍ଦ୍ଦେଶ: ନିମ୍ନ ରେ ଦିଆଯାଇଥିବା ପ୍ରଶ୍ନରେ, ଏକ ବିବୃତ୍ତି ଦିଆଯାଇଛି ଯାହା ପରେ ଦୁଇଟି ଧାରଣା  ଦିଆଯାଇଛି । ଆପଣମାନଙ୍କୁ ବିବୃତ୍ତି ଏବଂ ଧାରଣା କୁ ବିଚାର କୁ ନେବାକୁ ପଡ଼ିବ ଏବଂ କେଉଁ ଧାରଣାଗୂଡ଼ିକ ବିବୃତ୍ତି ରେ ଅନ୍ତର୍ଭୁକ୍ତ ତାହା ସ୍ଥିର କରିବାକୁ ହେବ । 

ବିବୃତ୍ତି:  ଏକ କାରଖାନା ରେ ଚେତାବନୀ- "ଅଗ୍ନି ଜରୁରୀକାଳିନ ପରିସ୍ଥିତି ରେ, 101 ଡାୟଲ କରନ୍ତୁ । ଏହି ନମ୍ବର ର ଦୁରୁପଯୋଗ ପାଇଁ ଦଣ୍ଡ  2000 ଟଙ୍କା ଜରିମାନା । 

I. କିଛି ଲୋକ ଜରୁରୀକାଳିନ ନମ୍ବର ର ଅପବ୍ୟବହାର କରନ୍ତି । 

II. ଅତି ଜରୁରୀକାଳୀନ ପରିସ୍ଥିତି ରେ, ଲୋକମାନେ ଏହି ନମ୍ବର ର ବ୍ୟବହାର କରିପାରନ୍ତି ।  

1
ଯଦି କେବଳ ଅନୁମାନ (I) ଅନ୍ତର୍ନିହିତ । 
2
ଯଦି କେବଳ ଅନୁମାନ (II) ଅନ୍ତର୍ନିହିତ । 
3
ଯଦି (I) କିମ୍ବା (II) ଅନ୍ତର୍ନିହିତ ନୁହନ୍ତି । 
4
(I) ଏବଂ (II) ଉଭୟ ଅନ୍ତର୍ନିହିତ । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation