ନିମ୍ନ ରେ ଦିଆଯାଇଥିବା ପ୍ରଶ୍ନରେ, ଏକ ବିବୃତ୍ତି ଦିଆଯାଇଛି ଯାହା ପରେ ଦୁଇଟି ଧାରଣା I ଏବଂ II ଦିଆଯାଇଛି । ଧାରଣା କୁ ଅନୁମାନ ବୋଲି ମାନ କିମ୍ବା ଗ୍ରହଣ କର । ଆପଣମାନଙ୍କୁ ବିବୃତ୍ତି ଏବଂ ଧାରଣା କୁ ବିଚାର କୁ ନେବାକୁ ପଡ଼ିବ ଏବଂ କେଉଁ ଧାରଣାଗୂଡ଼ିକ ବିବୃତ୍ତି ରେ ଅନ୍ତର୍ଭୁକ୍ତ ତାହା ସ୍ଥିର କରିବାକୁ ହେବ । ଆପଣଙ୍କୁ ଉକତିଗୁଡିକୁ ସତ୍ୟ ବୋଲି ମାନିବାକୁ ହେବ ଯଦି ବ ସେଗୁଡିକ ସାଧାରଣ ସତ୍ୟତା ଠାରୁ ଭିନ୍ନ ହେଇପାରେ । 

ବିବୃତ୍ତି: ଶାହରୁଖ ଖାନ, ନାସିରୁଦ୍ଦିନ ଶାହ ଙ୍କ ପରି ବଡ ଅଭିନେତାମାନେ NSD ରୁ ଆସିଛନ୍ତି । 

ଧାରଣା I: NSD ହେଉଛି ଏକମାତ୍ର ଅନୁଷ୍ଠାନ ଯାହା ଚଳଚିତ୍ର ଶିଳ୍ପ କୁ ମହାନ ଅଭିନେତା ଦିଏ । 

ଧାରଣା II: ଯଦି ଆପଣଙ୍କୁ ମହାନ ଅଭିନେତା ହେବାକୁ ଅଛି NSD ର ଛାତ୍ର ହେବାକୁ ପଡିବ । 

1
କେବଳ I ଅନୁସରଣ କରେ । 
2
କେବଳ II  ଅନୁସରଣ କରେ । 
3
କେହି ଅନୁସରଣ କରନ୍ତି ନାହିଁ । 
4
ଉଭୟ I ଏବଂ II ଅନୁସରଣ କରୁଛନ୍ତି । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation