ପାଞ୍ଚଟି ନବଜାତ ଶିଶୁଙ୍କୁ ଡାକ୍ତର ଓଜନ କରିଥିଲେ। ଶିଶୁ A ଶିଶୁ B ଅପେକ୍ଷା ହାଲୁକା ଥିଲା। ଶିଶୁ C ଶିଶୁ D ଅପେକ୍ଷା ହାଲୁକା ଥିଲା। ଶିଶୁ B ଶିଶୁ D ଅପେକ୍ଷା ହାଲୁକା ଥିଲା କିନ୍ତୁ ଶିଶୁ E ଅପେକ୍ଷା ଭାରୀ ଥିଲା। କେଉଁ ଶିଶୁ ସବୁଠାରୁ ଭାରୀ ଥିଲା?
1
ଶିଶୁ - E
2
ଶିଶୁ - D
3
ଶିଶୁ - B
4
ଶିଶୁ - C