ଏକ ଷ୍ଟାର୍ଟ-ଅପ ଉଦ୍ୟମ ପାଇଁ IT ଅଧିକାରୀଙ୍କ ପାଇଁ ନିମ୍ନଲିଖିତ ମାନଦଣ୍ଡ ଅଟେ । 

ପ୍ରାର୍ଥୀ ନିଶ୍ଚିନ୍ତ ହେଇଥିବେ 

(a) ନ୍ୟୁନତମ 65% ମାର୍କ ସହ BCA ରେ ସ୍ନାତ୍ତକ ହେଇଥିବେ । 

(b) ଚୟନ ପ୍ରକ୍ରିୟା ର ପରୀକ୍ଷା ରେ ସର୍ବନିମ୍ନ 65% ରଖିଥିବେ । 

(c) 1ଅକ୍ଟୋବର 2022 ପର୍ଯ୍ୟନ୍ତ 21 ବର୍ଷ ରୁ କମ ବୟସ ହେଇନଥିବ । 

କିଛି ମାନଦଣ୍ଡ ଜୁ ଛାଡି ଅନ୍ୟ ସମସ୍ତ ମାନଦଣ୍ଡକୁ ପୂରଣ କରୁଥିଲେ:

(i) (a) ରେ, କିନ୍ତୁ ଚୟନ ପରୀକ୍ଷା ରେ 75% ରୁ ଅଧିକ ଅଙ୍କ ପାଇଥିବେ, ସେହି ମାମଲା କୁ ପରେ ବିଚାର କୁ ନେବାପାଇଁ ରଖାଯିବ । 

(ii)  (c)ରେ, କିନ୍ତୁ IT କ୍ଷେତ୍ର ରେ କିଛି ଅନୁଭବ ଥିବ, ସେହି ମାମଲା ପ୍ରବଂଦ୍ଧ ନିର୍ଦ୍ଦେଷକ ଙ୍କୁ ପଠାଯିବ । 

କବିତା ଶର୍ମାଙ୍କ ପାଖରେ 60% ସହ BCA ର ଡିଗ୍ରୀ ଅଛି । ତାଙ୍କର ଜନ୍ମ 10 ମାର୍ଚ୍ଚ,2001 କୁ ହେଇଛି । ସେ ଚୟନ ପରୀକ୍ଷା ରେ 86% ଅଙ୍କ ପ୍ରାପ୍ତ କରିଛନ୍ତି । ତାଙ୍କ ମାମଲା ରେ କଣ ନିର୍ଣ୍ଣୟ ନିଆଯିବ ? 

1
ସେ ଚୟନ ହେବେ ନାହିଁ । 
2
ତାଙ୍କ ମାମଲା ନିର୍ଦ୍ଦେଶକ, ସଞ୍ଚାଳକ କୁ ପଠାଯିବ । 
3
ତାଙ୍କ ମାମଲା କୁ ପରେ ବିଚାର କରିବାକୁ ରଖାଯିବ । 
4
ସେ ଚୟନ ହେବେ । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation