ରମଣ ସମାନ ଦୂରତାର ଚାରୋଟି ଯାତ୍ରା କରନ୍ତି । ପ୍ରଥମ ଯାତ୍ରାରେ, ତାଙ୍କର ବେଗ ଘଣ୍ଟା ପ୍ରତି 500 କିଲୋମିଟର ଥିଲା ଏବଂ ପରବର୍ତ୍ତୀ ପ୍ରତ୍ୟେକ ଯାତ୍ରାରେ, ତାଙ୍କର ଗତି ପୂର୍ବ ଯାତ୍ରା ର ଅଧା ବେଗ ଥିଲା । ଏହି ଚାରିଟି ଯାତ୍ରାରେ ରମଣର ହାରାହାରି ଗତି କେତେ ?
1
400/3 କିମି/ଘଣ୍ଟା
2
130 କିମି/ଘଣ୍ଟା
3
150 କିମି/ଘଣ୍ଟା
4
200 କିମି/ଘଣ୍ଟା