8 ଜଣ ବ୍ୟକ୍ତି J, K, L, M, N, O, Q ଏବଂ P ଏକ ଆଠ ମହଲା ବିଶିଷ୍ଟ  କୋଠାରେ ରହୁଛନ୍ତି, ତଳ ମହଲାକୁ 1 ଓ ଉପର ମହଲାକୁ 8 ନମ୍ବର ଦିଆଯାଇଛି। Q ତଳେ କେହି ରହନ୍ତି ନାହିଁ । Q ଏବଂ K ମଧ୍ୟରେ ତିନି ମହଲା ବ୍ୟବଧାନ ରହିଛି । M ଏବଂ K  ନିକଟରେ ରହୁଛନ୍ତି । O ହେଉଛି N ର ଠିକ୍ ତଳେ ରୁହନ୍ତି ଯିଏ କି J ଠାରୁ ତିନି ମହଲା ତଳେ ରୁହନ୍ତି । L, K ତଳେ ରହୁଛି । ତେବେ O ସମ୍ବନ୍ଧରେ P ର ସ୍ଥିତି କ'ଣ?

1
ତୁରନ୍ତ ଉପରେ 
2
ତିନି ମହଲା ଉପରେ
3
ପାଞ୍ଚ ମହଲା ଉପରେ
4
ଦୁଇ ମହଲା ଉପରେ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation