ଦିଆଯାଇଥିବା କଥନ ଏବଂ ସିଦ୍ଧାନ୍ତ କୁ ଧ୍ୟାନ ଦେଇ ପଢ । ଏହା ଗ୍ରହଣ କରି ଯେ ଦିଆଯାଇଥିବା ସୂଚନା ସତ୍ୟ ଅଟେ, ଏହା ସାଧାରଣ ଜ୍ଞାନ ରୁ ଭିନ୍ନ ହେଲେ ମଧ୍ୟ, ନିର୍ଣ୍ଣୟ ନିଅ ଯେ କେଉଁ ସିଦ୍ଧାନ୍ତ, କଥନ କୁ ଯୁକ୍ତିଯୁକ୍ତ ଭାବେ ଅନୁସରଣ କରୁଛି ।
କଥନ:
କିଛି ପିନ, କ୍ଲିପ ଅଟେ ।
କିଛି କ୍ଲିପ,ବ୍ୟାଣ୍ଡ ଅଟେ ।
ସିଦ୍ଧାନ୍ତ:
I. କୌଣସି ପିନ, ବ୍ୟାଣ୍ଡ ନୁହେଁ ।
II. କମ ରୁ କମ କିଛି ପିନ, ବ୍ୟାଣ୍ଡ ଅଟେ ।
1
କେବଳ ସିଦ୍ଧାନ୍ତ II ଅନୁସରଣ କରୁଛି
2
କେବଳ ସିଦ୍ଧାନ୍ତ I ଅନୁସରଣ କରୁଛି
3
ସିଦ୍ଧାନ୍ତ I କିମ୍ବା II ଅନୁସରଣ କରୁଛି
4
ସିଦ୍ଧାନ୍ତ I କିମ୍ବା II ଅନୁସରଣ କରୁନାହିଁ