Comprehension Passage

ନିର୍ଦ୍ଦେଶ: ନିମ୍ନଲିଖିତ ଅନୁଚ୍ଛେଦକୁ ପଢ଼ ଏବଂ ନିମ୍ନରେ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଦିଅ:

ପ୍ରସ୍ତାବିତ ଉପାୟ ସମ୍ବନ୍ଧରେ ଏକ ସର୍ବେକ୍ଷଣରେ 2878 ଜଣ ଅଂଶଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ 1652 ଜଣ ପୁରୁଷ ଥିଲେ । ଏହି ପ୍ରସ୍ତାବ ବିରୋଧରେ 1226 ଜଣ ମତଦାନ କରିଥିଲେ, ଯେଉଁଥିରୁ 796 ଜଣ ପୁରୁଷ ଥିଲେ। ଏହି ପ୍ରସ୍ତାବ ସପକ୍ଷରେ 1425 ଜଣ ଲୋକ ମତ ଦେଇଥିଲେ। 196 ଜଣ ମହିଳା ଅନିର୍ଣ୍ଣିତ ଥିଲେ (ନିଷ୍ପତ୍ତି ନେଇନଥିଲେ)।

କେତେ ଜଣ ପୁରୁଷ ଅନିର୍ଣ୍ଣିତ ଥିଲେ?

1
31
2
227
3
426
4
581

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation