ଲୁଣକୁ ଆଚାରରେ ଏକ ସଂରକ୍ଷକ(ପ୍ରିଜର୍ଭେଟିଭ୍) ଭାବରେ ବ୍ୟବହାର କରାଯାଏ କାରଣ ଏହା :
1
ଅଣୁଜୀବଙ୍କୁ ମାରିବା ପାଇଁ ଅମ୍ଳୀୟ ପରିବେଶ ପ୍ରଦାନ କରେ ।
2
ଆର୍ଦ୍ରତା ପରିମାଣ ହ୍ରାସ କରେ ଯାହା ଅଣୁଜୀବର ବୃଦ୍ଧିରେ ବାଧା ସୃଷ୍ଟି କରେ ।
3
ବାୟୁକୁ ବାହାର କରିଦିଏ ଯେପରି ଅଣୁଜୀବ ପ୍ରବେଶ କରିପାରିବେ ନାହିଁ ।
4
ଅଣୁଜୀବଙ୍କୁ ହତ୍ୟା କରୁଥିବା ରାସାୟନିକ ପଦାର୍ଥ ଥାଏ ।