ଡପ୍ଲର ପ୍ରଭାବ ପାଇଁ ନିମ୍ନଲିଖିତ ମଧ୍ୟରୁ କେଉଁ କଥନ ସଠିକ ଅଟେ ?
a) ଆଭାଷୀ ଆବୃତ୍ତି ବାସ୍ତବ ଆବୃତ୍ତି ରୁ ଅଧିକ ହେବ, ଯେବେ ପର୍ଜ୍ୟବେକ୍ଷକ ସ୍ଥିର ଆଡ଼କୁ ବଢେ ।
b) ଆଭାଷୀ ଆବୃତ୍ତି ବାସ୍ତବ ଆବୃତ୍ତି ରୁ ଅଧିକ ହେବ, ଯେବେ ସ୍ରୋତ ସ୍ଥିର ପର୍ଜ୍ୟବେକ୍ଷକ ଆଡ଼କୁ ବଢେ ।
1
କେବଳ a ସଠିକ ଅଟେ ।
2
କେବଳ b ସଠିକ ଅଟେ ।
3
a ଏବଂ b ଉଭୟ ସଠିକ ଅଟେ ।
4
a ଏବଂ b କେଉଁଟି ମଧ୍ୟ ସଠିକ ନୁହେଁ ।