ଦିଆଯାଇଥିବା କଥନ ଏବଂ ସିଦ୍ଧାନ୍ତ କୁ ଧ୍ୟାନ ର ସହ ପଢ । ଏହା ଗ୍ରହଣ କରି ଯେ କଥନ ରେ ଦିଆଯାଇଥିବା ସୂଚନା ସତ୍ୟ ଅଟେ, ଏହା ସାଧାରଣ ତଥ୍ୟ ଠାରୁ ଭିନ୍ନ ହେଲେ ମଧ୍ୟ, ନିର୍ଣ୍ଣୟ କର ଯେ ସିଦ୍ଧାନ୍ତ ମଧ୍ୟରୁ କେଉଁ କଥନ ଯୁକ୍ତିଯୁକ୍ତ ରୂପେ ଅନୁସରଣ କରୁଛି ।
କଥନ:
ସମସ୍ତ ଏନଯାଇମ ଭିଟାମିନ ଅଟେ ।
ସମସ୍ତ ଭିଟାମିନ କାର୍ବୋହାଇଡ୍ରେଟ ଅଟେ ।
ସିଦ୍ଧାନ୍ତ:
I. ସମସ୍ତ ଏନଯାଇମ କାର୍ବୋହାଇଡ୍ରେଟ ଅଟେ ।
II.କୌଣସି ଏନଯାଇମ କାର୍ବୋହାଇଡ୍ରେଟ ନୁହେଁ ।
1
ସିଦ୍ଧାନ୍ତ I ଏବଂ II ଉଭୟ ଅନୁସରଣ କରୁଛି
2
ସିଦ୍ଧାନ୍ତ I କିମ୍ବା II ଅନୁସରଣ କରୁ ନାହିଁ
3
କେବଳ ସିଦ୍ଧାନ୍ତ II ଅନୁସରଣ କରୁଛି
4
କେବଳ ସିଦ୍ଧାନ୍ତ I ଅନୁସରଣ କରୁଛି