ଦିଆଯାଇଥିବା ବିବୃତ୍ତି ଏବଂ ସିଦ୍ଧାନ୍ତକୁ ଧ୍ୟାନର ସହ ପଢନ୍ତୁ । ବିବୃତିରେ ଦିଆଯାଇଥିବା ସୂଚନା ସତ ବୋଲି ଧରି ନେଲେ, ଯଦିଓ ଏହା ସାଧାରଣଭାବରେ ଜଣାଶୁଣା ତଥ୍ୟ ସହିତ ଭିନ୍ନ ମନେହୁଏ, ତେବେ ନିର୍ଦ୍ଧାରିତ ସିଦ୍ଧାନ୍ତଗୁଡ଼ିକ ମଧ୍ୟରୁ କେଉଁଟି ବିବୃତ୍ତିରୁ ଯୁକ୍ତିଯୁକ୍ତ ଭାବରେ ଅନୁସରଣ କରେ ତାହା ସ୍ଥିର କରନ୍ତୁ।
ବିବୃତ୍ତି:
I. ସମସ୍ତ P ହେଉଛି Q ଅଟେ ।
II କିଛି Q ହେଉଛି Z ଅଟେ ।
III କିଛି Z ହେଉଛି T ଅଟେ ।
ସିଦ୍ଧାନ୍ତ:
I. କିଛି T ହେଉଛି P ।
II କିଛି P ହେଉଛି Z।
III କୌଣସି T ହେଉଛି Z ନୁହେଁ ।
1
କୌଣସି ସିଦ୍ଧାନ୍ତ ଅନୁସରଣ କରେ ନାହିଁ ।
2
କେବଳ ସିଦ୍ଧାନ୍ତ II ଅନୁସରଣ କରେ ।
3
କେବଳ ସିଦ୍ଧାନ୍ତ I ଅନୁସରଣ କରେ ।
4
II ଏବଂ III ଉଭୟ ସିଦ୍ଧାନ୍ତ ଅନୁସରଣ କରେ ।