ତିନୋଟି କଥନ ଦିଆଯାଇଛି ଯାହା ପରେ  I , II  ଏବଂ III  ରୂପେ ସଂଖ୍ୟା ରେ ଅଙ୍କିତ ତିନୋଟି ସିଦ୍ଧାନ୍ତ ଦିଆଯାଇଛି । କଥନ କୁ ସତ୍ୟ ବୋଲି ଗ୍ରହଣ କରି, ଏହା ସାଧାରଣ ଠାରୁ ଭିନ୍ନ ହେଲେ ମଧ୍ୟ, ନିର୍ଣ୍ଣୟ କର ଯେ କେଉଁ ସିଦ୍ଧାନ୍ତ ଯୁକ୍ତିଯୁକ୍ତ ଭାବେ କଥନ କୁ ଅନୁସରଣ କରୁଛି ।  

କଥନ:

ସମସ୍ତ ହାତ ଆଙ୍ଗୁଠି ଅଟେ ।  

ସମସ୍ତ ଗୋଡ଼ ଆଙ୍ଗୁଠି ଅଟେ ।  

ସମସ୍ତ ଆଙ୍ଗୁଠି ପାଦ ଅଟେ ।  

ସିଦ୍ଧାନ୍ତ:

I.  ସମସ୍ତ ପାଦ, ଆଙ୍ଗୁଠି ଅଟେ ।  

II. କିଛି ପାଦ, ହାତ ଅଟେ ।  

III. କିଛି ପାଦ, ଗୋଡ଼ ଅଟେ।  

1
କେବଳ ସିଦ୍ଧାନ୍ତ I ଏବଂ II ଅନୁସରଣ କରୁଛି । 
2
କେବଳ ସିଦ୍ଧାନ୍ତ II ଏବଂ III ଅନୁସରଣ କରୁଛି । 
3
ସମସ୍ତ ଅନୁସରଣ କରୁଛି । 
4
କେବଳ ସିଦ୍ଧାନ୍ତ I  ଏବଂ IIଅନୁସରଣ କରୁଛି । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation