ଗୋଟିଏ ଟ୍ରେନ୍ 13 ସେକେଣ୍ଡରେ ଏକ ଖୁଣ୍ଟ ଅତିକ୍ରମ କରିଥାଏ ଏବଂ ଏହା 11.7 ସେକେଣ୍ଡରେ 5 ମିଟର/ସେକେଣ୍ଡ ବେଗରେ ଟ୍ରେନର ବିପରୀତ ଦିଗରେ ଗତି କରୁଥିବା ଜଣେ ବ୍ୟକ୍ତିଙ୍କୁ ଅତିକ୍ରମ କରିଥାଏ । ତେବେ ଟ୍ରେନ୍ ର ବେଗ ମିଟର/ସେକେଣ୍ଡରେ କେତେ ହେବ।

1
45 ମିଟର /ସେକେଣ୍ଡ
2
50 ମିଟର /ସେକେଣ୍ଡ
3
40 ମିଟର /ସେକେଣ୍ଡ
4
55 ମିଟର /ସେକେଣ୍ଡ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation