'A # B' ର ଅର୍ଥ  'A, B ର ଭାଇ ଅଟେ '।

'A @ B' ର ଅର୍ଥ  'A, B ର ଝିଅ ଅଟେ '।

'A & B' ର ଅର୍ଥ  'A, B ର ସ୍ଵାମୀ ଅଟେ '।

'A % B' ର ଅର୍ଥ  'A, Bର ସ୍ତ୍ରୀ ଅଟେ '।

ଯଦି  D @ N @ H & Y @ F % V ଅଟେ, ତେବେ  Y, D  ସହିତ କିପରି ସମ୍ବଦ୍ଧିତ ?

1
maa 
2
ଶାଶୁ 
3
ଅପା 
4
ଆଈ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation