Teaching Odisha LTR Teacher Mock Test Series 2024-25 General Knowledge Economy National Income Accounting
ଅର୍ଥନୈତିକ ବିକାଶର ସାମାଜିକ ସୂଚକଗୁଡ଼ିକ କ’ଣ?
a. ଶିକ୍ଷା
b. ସ୍ୱାସ୍ଥ୍ୟ
c. ଖାଦ୍ୟ
d.ମୋଟ ଜାତୀୟ ଆୟର ଅଭିବୃଦ୍ଧି
1
କେବଳ d
2
କେବଳ a, b ଏବଂ c
3
କେବଳ a, b ଏବଂ d
4
ଉପରେ ଥିବା ସମସ୍ତ