Teaching Odisha LTR Teacher Mock Test Series 2024-25 Logical Reasoning Coding Decoding Coding Letters of a Word
ଏକ ନିର୍ଦ୍ଦିଷ୍ଟ କୋଡ୍ ଭାଷାରେ 'STARK' କୁ 'LBFMG' ଭାବରେ ଲେଖାଯାଇଛି ଏବଂ 'MOBILE' କୁ "TNRSPJ' ଭାବରେ ଲେଖାଯାଇଛି । ସେହି କୋଡ୍ ଭାଷାରେ 'BLAME' କିପରି ଲେଖାଯିବ?
1
TSFRJ
2
RPFTJ
3
NJFTP
4
TSFGJ