Teaching Odisha LTR Teacher Mock Test Series 2024-25 Quantitative Aptitude Speed Time and Distance Problem on Trains
600 ମିଟର ଲମ୍ବର ଟ୍ରେନ୍ ଘଣ୍ଟା ପ୍ରତି 48 କିଲୋମିଟର ବେଗରେ ଚାଲୁଛି । ଏହା 4 ମିନିଟ୍ 30 ସେକେଣ୍ଡରେ ଏକ ପ୍ଲାଟଫର୍ମ ଅତିକ୍ରମ କରେ । ପ୍ଲାଟଫର୍ମର ଲମ୍ବ କେତେ?
1
1800 ମି
2
3600 ମି
3
2400 ମି
4
3000 ମି